Home Oriya Odia Dictionary

Download Oriya Odia Dictionary APP

Catastrophic Oriya Odia Meaning

ଅନର୍ଥକାରୀ, ଅନିଷ୍ଠକାରୀ, ଅନୁପକାରୀ, ଅପକାରକ, ଅପକାରୀ

Definition

ଅପକାର କରିବା ଲୋକ ବା ଯେ ଅପକାଋ କରେ
ଯେଉଁଥିରେ ହାନିଘଟେ ବା ଯାହା କ୍ଷତି ପହଞ୍ଚାଏ
ଯେଉଁଥିରେ କଲ୍ୟାଣ ବା ମଙ୍ଗଳ ହୁଏନାହିଁ
ଅକସ୍ମାତ ଭାବେ ହେବା
ଯେ ଅନର୍ଥ ବା ଧ୍ୱଂସ କରେ
ହିତର ବିରୋଧୀ ଭାବ
ଯାହା ନିମ୍ନ ଆଡ଼କୁ ଯାଏ
ଯାହା ଅବନତିଆଡ଼କୁ ଯାଉଥାଏ

Example

ଅପକାରୀ ବ୍ୟକ୍ତି କେତେବେଳେ ବି ଶାନ୍ତିରେ ଶୋଇପାରେ ନାହିଁ
ଅନିୟମିତ ଭୋଜନ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ
ତୁମର ଏହି କାମରେ ସମସ୍ତଙ୍କର ଅମଙ୍ଗଳ ହିଁ ହେବ
ସୋହନର ଆକସ୍ମିକ ମୃତ୍ୟୁ ତାହାର ପରିବାରକୁ ପଙ୍ଗୁ କରିଦେଲା
ଗୁଜୁରାଟରେ ଆସ