Home Oriya Odia Dictionary

Download Oriya Odia Dictionary APP

Caution Oriya Odia Meaning

ସତର୍କତା, ସାବଧାନତା

Definition

ଚେତାଇବା କିମ୍ବା ସାବଧାନ କରିବାପାଇଁ କାହାକୁ ଜଣାଇବା ବିଷୟ
ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
ଦୋଷ, ପାପ, ଦୁଷ୍କର୍ମ ଏବଂ ଖରାପ ଠାରୁ ଦୂରରେ ରହିବାର କ୍ରିୟା
ବିପତ୍ତି, ଆକ୍ରମଣ, ହାନି, ଓ ସର୍ବନାଶରୁ

Example

ଆଜି ପାଣିପାଗ ବିଭାଗ ମାଛଧରାଳୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ଚେତାବନୀ ଦେଇଛନ୍ତି
ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
ସେ ଅତ୍ୟଧିକ କଥାବାର୍ତ୍ତା ନକରି ସଂଯମ