Home Oriya Odia Dictionary

Download Oriya Odia Dictionary APP

Celebration Oriya Odia Meaning

ମଜଲିସ

Definition

କୌଣସି ବିଶେଷ ବିଷୟ ଉପରେ ଚର୍ଚ୍ଚା କରିବା ନିମନ୍ତେ ଆୟୋଜିତ କରାଯାଇଥିବା ବୈଠକ
ଧୁମଧାମ୍‌ରେ ହେଉଥିବା କୌଣସି ସାର୍ବଜନୀନ, ବଡ଼, ଶୁଭ ବା ମଙ୍ଗଳ କାର୍ଯ୍ୟ
ଆନନ୍ଦ ବା ଉତ୍ସାହର ସମାରୋହ ଯେଉଁଥିରେ ଖାଇବା ପ

Example

କୃଷକମାନଙ୍କ ରାଷ୍ଟ୍ରୀୟ ଅଧିବେଶନରେ କୃଷକ ସମ୍ବନ୍ଧୀୟ ସମସ୍ୟା ଉପରେ ବିଚାର-ବିମର୍ଶ କରାଗଲା
ଶିଶୁଦିବସ ଅବସରରେ ଆମ ସ୍କୁଲରେ ଏକ ସମାରୋହର ଅୟୋଜନ କରାଯାଇଛି
ଆମ୍ଭେମାନେ ସମାରୋହରେ ଭାଗ ନେବାକୁ ଯାଇଥିଲୁ
ଇଦ ଉତ୍ସବ ପୁଣି କେବେ ଆସିବ?
ରାଜା ଜନ୍ମେଜୟ ସର୍ପଯଜ୍ଞ କରିଥିଲେ