Home Oriya Odia Dictionary

Download Oriya Odia Dictionary APP

Celibacy Oriya Odia Meaning

ବ୍ରହ୍ମଚର୍ୟ

Definition

ଚାରି ଆଶ୍ରମ ମଧ୍ୟରୁ ପ୍ରଥମ, ଯେଉଁଥିରେ ସ୍ତ୍ରୀ ସଂଭୋଗଆଦିରୁ ବଞ୍ଚିତହୋଇ କେବଳ ଅଧ୍ୟୟନ କରାଯାଏ
ଅବିବାହିତ ହେବାର ଅବସ୍ଥା ବା ଭାବ

Example

ବ୍ରହ୍ମଚର୍ଯ୍ୟ ପାଳନ କରିବାପାଇଁ ଇନ୍ଦ୍ରିୟଗୁଡ଼ିକୁ ଅଧୀନରେ ରଖିବା ଅତି ଆବଶ୍ୟକ
ଗରିବ ଏବଂ ଯୁବତୀ କନ୍ୟାର ବାଡ଼ୁଅପଣ ତା ମାଆଙ୍କପାଇଁ କଷ୍ଟଦାୟକ ହୋଇଥାଏ