Home Oriya Odia Dictionary

Download Oriya Odia Dictionary APP

Cemetery Oriya Odia Meaning

କବର, ମଶାଣି, ଶବଦାହସ୍ଥାନ, ଶ୍ମଶାନ

Definition

ଯେଉଁ ସ୍ଥାନରେ ଶବ ଦାହ କରାଯାଇଥାଏ
ସମାଧି ନିଆଯାଉଥିବା ସ୍ଥାନ ବା ସେହି ସ୍ଥାନ ଯେଉଁଠି ସମାଧି ନିଆଯାଏ

Example

ଆମ ଘର ପାଖରେ ଗୋଟିଏ ଶ୍ମଶାନ ଅଛି
କେତେକ ଶ୍ରଦ୍ଧାଳୁ ସମାଧିପୀଠ ପରିକ୍ରମା କରୁଛନ୍ତି