Home Oriya Odia Dictionary

Download Oriya Odia Dictionary APP

Censer Oriya Odia Meaning

ଧୂପଦାନୀ

Definition

ଯେଉଁ ପାତ୍ରରେ ଝୁଣା ବା ଧୂପ ରଖି ଜଳାହୁଏ
ଧୂପ ରଖିବାପାଇଁ ଛୋଟ ବାସନ

Example

ଜେଜେ ପୂଜା କରିବାପାଇଁ ଧୂପଦାନୀରେ ଧୂପ ଜଳେଇଲେ
ମାଆ ଧୂପଦାନୀରୁ ଧୂପ ଜଳାଇବାପାଇଁ ବାହାର କରୁଛନ୍ତି