Home Oriya Odia Dictionary

Download Oriya Odia Dictionary APP

Century Oriya Odia Meaning

୧୦୦, ଶତକ, ଶତାବ୍ଦୀ, ଶହେ

Definition

ଶହେ ବର୍ଷର ସମୟ
ନବେ ଏବଂ ଦଶ
ଶହେ ରନ୍‌
ଏକ ପ୍ରକାରର ଶହେଟି ବସ୍ତୁର ସଂଗ୍ରହ
ନବେ ଆଉ ଦଶ ମିଶି ମିଳୁଥିବା ସଂଖ୍ୟା

Example

ଏହି ଶତାବ୍ଦୀରେ ଭାରତର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ହୋଇଛି
ଏହି ସମ୍ମେଳନରେ ପ୍ରାୟ ଶହେ ଜଣ ବିଦ୍ୱାନ ଭାଗ ନେଉଛନ୍ତି
ସଚିନ‌ ଶତକ କରିବା କ୍ଷଣି ଷ୍ଟେଡିୟମ ତାଳି ମାଡ଼ରେ ଗୁଞ୍ଜରିତ ହୋଇ ଉଠିଲା
ସୁଶାନ୍ତର ପାଠାଗାରରେ ଅତି କମ‌ରେ ଦୁଇଶତ