Ceylon Oriya Odia Meaning
ଲଙ୍କା, ଶ୍ରୀଲଙ୍କା, ସିଲୋନ୍, ସିଂହଳ, ସିଂହଳଦ୍ବୀପ
Definition
ଭାରତର ଦକ୍ଷିଣରେ ଥିବା ଏକ ଦେଶ
ଯେଉଁ ଲିପିରେ ପାଲି, ସିଂହଳୀ ଆଦି ଭାଷାଗୁଡ଼ିକ ଲେଖାଯାଏ
ଧାର୍ମିକ ଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ଯେଉଁ ସ୍ଥାନରେ ରାବଣ ରାଜୁତି କରୁଥିଲା
Example
ଶ୍ରୀଲଙ୍କା ଏକ ଛୋଟ ଦ୍ୱୀପ
ସିଁହଳୀ ଏବଂ ତାମିଲ ଦୁହେଁ ହିଁ ଶ୍ରୀଲଙ୍କା ସମସ୍ୟାର ଶିଘ୍ର ସମାଧାନ ନିମନ୍ତେ ଇଚ୍ଛୁକ
ସେ ସିଂହଳୀରେ ଲେଖା ଶବ୍ଦଗୁଡ଼ିକୁ ପଢ଼ିବାକୁ ଚେଷ୍ଟା କରୁଛି
ହନୁମାନ ଲଙ୍କା ଛାରଖାର କରିଦେଇଥିଲା
Pocket in Oriya OdiaRamshackle in Oriya OdiaAdherent in Oriya OdiaReformist in Oriya OdiaRussian in Oriya OdiaWork in Oriya OdiaReflection in Oriya OdiaArtistic in Oriya OdiaTime in Oriya OdiaUnite in Oriya OdiaIncorporate in Oriya OdiaUtilized in Oriya OdiaTry Out in Oriya OdiaOld-hat in Oriya OdiaSurge in Oriya OdiaUnconfused in Oriya OdiaMechanic in Oriya OdiaCampaign in Oriya OdiaRender in Oriya OdiaEngland in Oriya Odia