Home Oriya Odia Dictionary

Download Oriya Odia Dictionary APP

Chain Oriya Odia Meaning

ଜଞ୍ଜିର

Definition

ଏଭଳି ପରମ୍ପରା ଯେଉଁଥିରେ ଏକ ପ୍ରକାର ବସ୍ତୁ,ବ୍ୟକ୍ତି ବା ଜୀବ ଜଣେ ଅନ୍ୟ ଜଣଙ୍କ ପଛରେ ସିଧାରେ ରହେ
ଅପରାଧୀମାନଙ୍କୁ ବାନ୍ଧି ରଖିବାପାଇଁ ସେମାନଙ୍କ ଗୋଡ଼ରେ ଯେଉଁ ଲୁହା କଡ଼ି ପିନ୍ଧାଇ ଦିଆଯାଏ
ପରାଧୀନ ହେବାର ଅବସ୍ଥା ବା ଭାବ

Example

ସିପାହୀ ତା’ ଗୋଡ଼ରେ ବେଡ଼ି ପକାଇଦେଲେ
ପରାଧୀନତାର ବେଡ଼ିରେ ବନ୍ଦୀ ଭାରତ ୧୯୪୭ରେ ସ୍ୱାଧୀନ ହେଲା
ପଟୱାରୀ ଜରିବରେ କୃଷକର ଜମି ମାପୁଥିଲା
କୁକୁରକୁ ଜଞ୍ଜିରରେ ବାନ୍ଧିଦିଅ
ମା ନିଜ ଝିଅ ନିମନ୍ତେ ଛୋଟ ମୋତିମାଳା କିଣିଲେ
ରାତିରେ ଶୋଇବା ସମୟରେ ମୁଁ କବାଟର ଶିକୁଳି ବନ୍ଦ କରି ଦିଏ
ନିଜ