Home Oriya Odia Dictionary

Download Oriya Odia Dictionary APP

Chained Oriya Odia Meaning

ଜଂଜିର ଲଗା, ଜଂଜିରଦାର

Definition

ଅପରାଧୀମାନଙ୍କୁ ବାନ୍ଧି ରଖିବାପାଇଁ ସେମାନଙ୍କ ଗୋଡ଼ରେ ଯେଉଁ ଲୁହା କଡ଼ି ପିନ୍ଧାଇ ଦିଆଯାଏ
ଜମି ମାପିବାପାଇଁ ଧାତୁର ଏକ ଉପକରଣ
ପଶୁଙ୍କୁ ବାନ୍ଧିବାପାଇଁ ସେମାନଙ୍କ ଗଳାରେ ପିନ୍ଧାଯାଉଥିବା ଧାତୁ ନିର୍ମିତ କଡ଼ି
ଧାତୁରେ ତିଆରି ଜଞ୍ଜିର
ଯେଉଁଥିରେ ଜଂଜିର ଲାଗିଛି

Example

ସିପାହୀ ତା’ ଗୋଡ଼ରେ ବେଡ଼ି ପକାଇଦେଲେ
ପଟୱାରୀ ଜରିବରେ କୃଷକର ଜମି ମାପୁଥିଲା
କୁକୁରକୁ ଜଞ୍ଜିରରେ ବାନ୍ଧିଦିଅ
ଜୀବଜନ୍ତୁ ମାନଙ୍କୁ ଦଉଡ଼ି ବା ଜଞ୍ଜିରରେ ବାନ୍ଧି ରଖନ୍ତି
ଶାଶୁ ମୁହଁଦେଖା ବାବଦ ତାକୁ ଗୋଟିଏ ଚେନ୍ ଦେଲେ
ପିଲା ଜଂଜିର ଲଗା ଖେଳନାରେ ଖେଳୁଛି