Home Oriya Odia Dictionary

Download Oriya Odia Dictionary APP

Chalkboard Oriya Odia Meaning

କଳାପଟା, ବ୍ଲାକ୍ ବୋର୍ଡ୍

Definition

କାଠରେ ନିର୍ମିତ ଯେଉଁ କଳା ରଙ୍ଗର ଚାରିକୋଣିଆ ପଟା ଉପରେ ଲେଖାଯାଏ
ବିଦ୍ୟାଳୟର ଶ୍ରେଣୀରେ କାନ୍ଥରେ ଥିବା ଯେଉଁ କଳା ରଙ୍ଗର ପଥରରେ ଲେଖିବା କାର୍ଯ୍ୟରେ ଲାଗେ

Example

ଶିକ୍ଷକ କଳାପଟାରେ ଉତ୍ତର ଲେଖୁଛନ୍ତି
କଳାପଟାରେ ପ୍ରତିଦିନ ନୂଆ ନୂଆ ନୀତିବାକ୍ୟ ଲେଖାଯାଏ