Home Oriya Odia Dictionary

Download Oriya Odia Dictionary APP

Chandi Oriya Odia Meaning

ଚଣ୍ଡିକା, ଚଣ୍ଡୀ

Definition

ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି
ଦୁର୍ଗାଙ୍କର ଗୋଟିଏ ରୂପ
ଦୂର୍ଗାଙ୍କର ଆଉ ଏକ ରୂପ
କର୍କଶ ସ୍ୱଭାବର ସ୍ତ୍ରୀ ବା ଯେଉଁ ସ୍ତ୍ରୀ ଅନବରତ ଝଗଡ଼ା କରେ
ତେରଟି ବର୍ଣ୍ଣର ଗୋଟିଏ ଛନ୍ଦ

Example

ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା
ଏହି ମନ୍ଦିରରେ ଚଣ୍ଡୀଙ୍କର ଏକ ଭବ୍ୟ ପ୍ରତିମା ଅଛି
କୌଣସିମତେ ମୁଁ ଜଣେ କଳିହୁଡ଼ି କବଳରୁ ରକ୍ଷାପାଇଲି
ଚଣ୍ଡୀର ପ୍ରତ୍ୟେକ ଚରଣରେ ଦୁଇଟି ନଗଣ,