Home Oriya Odia Dictionary

Download Oriya Odia Dictionary APP

Change Oriya Odia Meaning

କରିବା, ଖୁଚୁରା, ଚିଲର, ପରିବର୍ତ୍ତନ, ପରିବର୍ତ୍ତନ ଆଣିବା, ପରିବର୍ତ୍ତନ କରିବା, ପରିବର୍ତ୍ତନ ହେବା, ଫେରସ୍ତ କରିବା, ଫେରେଇବା, ବଦଳାଇବା, ବଦଳିବା, ବଦଳିଯିବା, ବଦଳେଇବା, ରେଜା

Definition

ବଦଳିବାର କ୍ରିୟା ବା ଭାବ
ଯାହାର ପରିବର୍ତ୍ତନ ହୋଇଛି
ଗୋଟିଏକୁ ଛାଡ଼ି ତା ଜାଗାରେ ଅନ୍ୟକୁ ଗ୍ରହଣ କରିବାର କ୍ରିୟା
ବେଶୀର ବିପରୀତ ତଥା ଅଳ୍ପ ଅଳ୍ପ
ଚାରେଣୀ, ଆଠେଣୀଆଦିର ଛୋଟ ପଇସା
ଅଧିକ ମୂଲ୍ୟର ପଇସା ବଦଳରେ ତାରି

Example

ପରିବର୍ତ୍ତନ ସଂସାରର ନିୟମ
ବିକ୍ରି ହୋଇଥିବା ଜିନିଷଗୁଡ଼ିକର ପୁନର୍ବଦଳ ହୁଏନାହିଁ
ସେ ଦୋକାନରୁ ଅଳ୍ପ ଜିନିଷ କିଣିଲା
ମାଆ ଘଡ଼ିରେ ଖୁଚୁରା ଜମା କରନ୍ତି
ମୋତେ ପାଞ୍ଚଶହ ଟଙ୍କାର ଖୁଚୁରା ଦରକାର
ଏହି କାର୍ଯ୍ୟାଳୟର ଦୁଇଜଣ କର୍ମଚାରୀ