Home Oriya Odia Dictionary

Download Oriya Odia Dictionary APP

Changeable Oriya Odia Meaning

ପରିବର୍ତ୍ତନଶୀଳ, ପରିବର୍ତ୍ତନୀୟ, ବଦଳୁଥିବା , ରଙ୍ଗପରିବର୍ତ୍ତନଶୀଳ

Definition

ଯାହାର ଗତି ଅଛି ବା ଯେ ଚଳମାନ
ଯାହାର ସ୍ୱାଭାବିକ ଭାବରେ ପରିବର୍ତ୍ତନ ହୋଇଥାଏ
ଯିଏ ଶାନ୍ତ ନୁହେଁ
ଯାହାର ରହିବା ବା ବସବାସର ନିଶ୍ଚିତ ସ୍ଥାନ ନଥାଏ
ଯାହା ସ୍ଥିର ବା ନିଶ୍ଚିତ ନୁହେଁ
ଭିନ୍ନଭିନ୍ନ ପ୍

Example

ସଂସାର ପରିବର୍ତ୍ତନଶୀଳ
ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
ଭାରତରେ ଆଜି ମଧ୍ୟ କେତେକ ଯାଯାବର ଜାତି ଦେଖିବାକୁ ମିଳନ୍ତି
ସରକାରଙ୍କ ଅନିଶ୍ଚିତ ନୀତି ହିଁ ଆତଙ୍କବାଦର ମୂଳ
ଏହା ରଙ୍ଗପରିବର୍ତ୍ତନଶୀ