Home Oriya Odia Dictionary

Download Oriya Odia Dictionary APP

Chaotic Oriya Odia Meaning

ଇଆଡୁସେଆଡୁ, ଓଲଟପାଲଟ, ଓଲଟାପାଲଟା

Definition

ଯାହା ବ୍ୟବସ୍ଥିତ ନୁହେଁ
ଯିଏ ଶାନ୍ତ ନୁହେଁ
ଯାହାର ଏପାଖ ସେପାଖ ହୋଇଛି ଅଥବା ଯାହା ଯେଭଳି ହେବା ଉଚିତ ସେଭଳି ନ ହୋଇଛି

ନିଜ ସ୍ଥାନରୁ ଏପଟ ସେପଟ ହେବା
ଏଣେତେଣେ
ଖେଳେଇ ହୋଇଯିବା
ଯେଉଁଠି କୌଣସି ରାଜା ନଥାନ୍ତି
କୌଣସି ନିୟମ ବା ନିୟନ୍ତ୍ରଣ ବିନା
ଏପଟ ସେପଟ

Example

ଶ୍ୟାମ ଅସଜଡ଼ା କୋଠରୀକୁ ସଜାଡ଼ୁଛି
ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
ସେ ଓଲଟାପାଲଟା କଥା କହି ଆମକୁ ଓଲୁ ବନାଇଦେଲା
ପୋଲିସ ଲୁହବୁହା ଗ୍ୟାସ୍‌ ଛାଡ଼ିବାରୁ ଭିଡ଼ ଛିନ୍‌ଛତ୍ର ହୋଇଗଲା
ଅରାଜକ ରାଜ୍ୟରେ ଲୋକମାନେ ଉଚ୍ଛୃଙ୍ଖଳ ହୋଇଯାଆନ୍ତି