Charter Oriya Odia Meaning
ଭଡା କରିବା, ଭଡା ନେବା, ଭଡାରେ ନେବା
Definition
ଅନ୍ୟ କାହାରି ଗାଡ଼ି, ଜିନିଷ, ଘରଆଦିର ବ୍ୟବହାର କରିବା ନିମନ୍ତେ ତାଙ୍କୁ ଭଡ଼ାରୂପରେ କିଛି ଅର୍ଥ ଦେବା
ଭଡ଼ାରେ ଦେବା
ଯେଉଁ ପତ୍ର ଅନୁସାରେ କାହାରିକୁ କିଛି କାର୍ଯ୍ୟ କରିବାର ସ୍ୱତ୍ୱ ପ୍ରାପ୍ତ ହୋଇଥାଏ
ଗ
Example
ସେ ମୁମ୍ବାଈରେ ଗୋଟିଏ ଘର ଭଡ଼ାରେ ନେଇଛି
ମୁଁ ମୋ ଘରର ଅଧା ଭାଗ ଭଡାରେ ଉଠାଇଛି
ଆପଣ କଣ ମୋତେ ଆପଣଙ୍କର ଅଧିକାରପତ୍ର ଦେଖାଇପାରିବେ?
ବାର୍ତ୍ତାୟନରେ କୌଣସି ରାଜ୍ୟ ବା ବିଭାଗ ଆଦିର ସମ୍ବନ୍ଧୀୟ ରହିଥିବା ବାର୍ତ୍ତା ପ୍ରକାଶିତ ହୋଇଥାଏ
ରାଜା ସମସ୍ତ ସର୍ଦ୍ଦାରଙ୍କ ପାଖକୁ ରାଜାଜ୍ଞା-ପତ୍ର ପଠାଇଲେ
Object in Oriya OdiaMulct in Oriya OdiaSlingshot in Oriya OdiaRipen in Oriya OdiaUnknowable in Oriya OdiaSurround in Oriya OdiaLone in Oriya OdiaInsult in Oriya OdiaNymphaea Stellata in Oriya OdiaNationalist in Oriya OdiaFiscal in Oriya OdiaAccept in Oriya OdiaDiametrical in Oriya OdiaHabituation in Oriya OdiaSplatter in Oriya OdiaKnockdown in Oriya OdiaSunup in Oriya OdiaSight in Oriya OdiaPecker in Oriya OdiaFrightened in Oriya Odia