Home Oriya Odia Dictionary

Download Oriya Odia Dictionary APP

Check Oriya Odia Meaning

ଆୟତ୍ତ କରିବା, କରଗତ, ଘେରଉ, ଚଉଖୁଣ୍ଟିଆ, ଚଡକରିଫାଟିଯିବା, ଚଡକିଯିବା, ଚେକ୍, ପ୍ରମାଣୀକରଣ, ଯାଞ୍ଚ୍ କରିବା, ସମ୍ଭାଳିବା, ସଂଯତ କରିବା, ସହିବା, ସ୍ଥିର ରହିବା

Definition

ମନ ବା ଚିତ୍ତ ବୃତ୍ତିସବୁକୁ ବଶରେ ରଖିବାର କ୍ରିୟା
କ୍ଷେତରେ ଶସ୍ୟଆଦି ବୁଣିବା ଓ ଅମଳ କରିବାର କାର୍ଯ୍ୟ
କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
କୌଣସି କାମ ବା କଥା କରିବାନିମନ୍ତେ ବାରଣ
ଯୋଗ୍ୟତା, ବେଶେଷତା, ସାମର୍ଥ୍ୟ, ଗୁଣଆଦି ଜାଣିବାପାଇଁ ଶୋଧ ସମ୍ବନ୍ଧୀୟ

Example

ସଂଯମ ଦ୍ୱାରା ରୋଗରୁ ରକ୍ଷା ମିଳିପାରିବ
ରାମଦାସ ଚାଷ କରି ନିଜ ପରିବାରର ଭରଣ ପୋଷଣ କରୁଛି
ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ବିଚାରାଳୟର ଆଦେଶରେ ସର୍ବସାଧାରଣ ସ୍ଥାନରେ ଧୂମପାନ କ