Home Oriya Odia Dictionary

Download Oriya Odia Dictionary APP

Checkup Oriya Odia Meaning

ଡାକ୍ତରୀ ପରୀକ୍ଷା, ପରୀକ୍ଷା, ଯାଞ୍ଚ

Definition

କୌଣସି ଘଟଣା କିମ୍ବା ବିଷୟରେଥିବା ମୂଳ କାରଣର ରହସ୍ୟ ଅନ୍ୱେଷଣ କରିବାର କ୍ରିୟା
ଯେଉଁ ଉପକରଣ କଂପ୍ୟୁଟରରୁ ସଂକେତ ନେଇ ତାକୁ ସି ଆର ଟି ପର୍ଦ୍ଦାରେ ଦେଖାଏ
ଚିକିତ୍ସକଙ୍କର ରୋଗୀକୁ ପରୀକ୍ଷା କରି ରୋଗର ଭଲମନ୍ଦ ଯାଞ୍ଚ କରିବା ପ୍ରକ୍ରିୟା
କୌଣସି ର

Example

ଏହି ଘଟଣାର ଯାଞ୍ଚ ଉଚ୍ଚ ଅଧିକାରୀଙ୍କଦ୍ୱାରା କରାଯିବ
ମନିଟର କଂପ୍ୟୁଟରର ଏକ ଅଭିନ୍ନ ଅଙ୍ଗ
ଏହି ରୋଗୀକୁ ଜଣେ ବଡ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା କରାଇବା ଦରକାର
ମୋତେ ରକ୍ତ ପରୀକ୍ଷା କରାଇବାକୁ ପଡ଼ିବ
ଗୋଧି