Home Oriya Odia Dictionary

Download Oriya Odia Dictionary APP

Chemical Compound Oriya Odia Meaning

ଯୌଗିକ, ଯୌଗିକପଦାର୍ଥ

Definition

ଦୁଇ ବା ଦୁଇରୁ ଅଧିକ ତତ୍ତ୍ୱ ବା ପଦାର୍ଥର ମିଳନରେ ଗଢ଼ାଯାଇଥିବା ପଦାର୍ଥ
ଯାହା କାହାରିସହିତ ମିଶି ରହିଥାଏ
ଯାହା ଯୋଗ ସହିତ ସମ୍ବନ୍ଧିତ

Example

ଯୌଗିକ ପଦାର୍ଥର ଅଧ୍ୟୟନ ରସାୟନ ବିଜ୍ଞାନର ଅନ୍ତର୍ଗତ କରାଯାଇଛି
ଅମ୍ଳ ଓ କ୍ଷାରର ପ୍ରକ୍ରିୟାଦ୍ବାରା ଯୌଗିକ ପଦାର୍ଥ ତିଆରି ହୁଏ
ମହାତ୍ମା ଯୌଗ ସାଧନା କରୁଛନ୍ତି