Home Oriya Odia Dictionary

Download Oriya Odia Dictionary APP

Chemistry Oriya Odia Meaning

ରସାୟନ ଶାସ୍ତ୍ର, ରସାୟନବିଜ୍ଞାନ

Definition

ତମ୍ବା,ଲୁହା ଆଦିରୁ ସୁନା ତିଆରି କରିବାର ଏକ କଳ୍ପିତ ବିଦ୍ୟା
ବୈଦ୍ୟଶାସ୍ତ୍ର ଅନୁସାରେ ଯେଉଁ ଔଷଧ ମନୁଷ୍ୟକୁ ସବୁବେଳେ ସୁସ୍ଥ ଏବଂ ପୁଷ୍ଟ କରି ରଖିଥାଏ
ରସାୟନ ସମ୍ବନ୍ଧିତ ଦ୍ରବ୍ୟ
ଏହି ଶାସ୍ତ୍ର ଯାହାଦ୍ୱାରା ପଦାର୍ଥର ତତ୍ତ୍ୱ ତଥା ଭିନ୍ନଭିନ୍ନ ଅବସ୍ଥାର

Example

ଆଗକାଳରେ ଲୋକମାନେ ରସାୟନ ଉପରେ ବିଶ୍ୱାସ କରୁଥିଲେ
ବୈଦ୍ୟ ଏହି ରସାୟନ ଖାଇବାକୁ କହିଛନ୍ତି
ପରୀକ୍ଷାଗାରରେ ସାବଧାନ ହୋଇ ରସାୟନର ପ୍ରୟୋଗ କରିବା ଉଚିତ୍‌
ରସାୟନ ଶାସ୍ତ୍ର ଅଭିଯାନ୍ତ୍ରିକ ବିଭାଗର ଏକ ଶାଖା
ସେ ଇନ୍ଦ୍ରଜାଲ କରୁଛନ୍ତି