Home Oriya Odia Dictionary

Download Oriya Odia Dictionary APP

Chieftain Oriya Odia Meaning

ଅଧିନାୟକ, ଗଣନାୟକ, ଦଳନାୟକ, ଦଳପତି, ନାୟକ, ପ୍ରଧାନ, ଯୂଥପତି

Definition

ଯେ କୌଣସି କ୍ଷେତ୍ରର ମୁଖିଆ
ଯେ ଆଗେ ଚାଲେ ବା ଆଗୁଆଳି କରେ
ଘରର ମାଲିକ
କୌଣସି କ୍ଷେତ୍ର ବା ବିଷୟରେ କାହାର ନେତୃତ୍ତ୍ୱ କରୁଥିବା ବ୍ୟକ୍ତି
କୌଣସି ଘର, ଦଳ ବା ସମାଜଆଦିର ପ୍ରମୁଖ
ସବୁଥିରେ ପ୍ରଧାନ ବା ମୁଖ୍ୟ ବିଚାର କରାଯାଉଥିବା ବ୍ୟକ୍ତି
କୌଣସି ଦଳ ବା ସମୂହର ପ୍ରଧାନ ବା ନାୟକ
କୌଣସି ଦେଶର

Example

ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
କଠିନ କାମରେ ପ୍ରଥମେ ଆଗୁଆ ବ୍ୟକ୍ତି ହିଁ ଧକ୍କାପାଏ
ପରିବାରର ଦାୟୀତ୍ୱ ଗୃହପତିଙ୍କ ଉପରେ ଥାଏ / ସେ ହିଁ ଜଣେ କୁଶଳ ଗୃହପତି ଯେ ଘରର ସଦସ୍ୟମାନଙ୍କ ମଧ୍ୟରେ ତାଳମେଳ ରଖନ୍ତି