Home Oriya Odia Dictionary

Download Oriya Odia Dictionary APP

Childless Oriya Odia Meaning

ଆଣ୍ଠୁକୁଡା, ସନ୍ତାନହୀନ

Definition

ଯାହାର କୌଣସି ସନ୍ତାନ ନାହିଁ
ଯେଉଁ(ପୁରୁଷ)ର ପୁତ୍ର ନାହିଁ
ଯାହାର ସନ୍ତାନ ହୁଏନାହିଁ(ପୁରୁଷ)
ଯେଉଁ ବ୍ୟକ୍ତିର ପୁତ୍ର ନ ଥାଏ
ଯାହା ବଂଶର କେହି ବଞ୍ଚି ନାହିଁ

Example

ନିଃସନ୍ତାନ ଶୁକ୍ଳା ଦମ୍ପତ୍ତି ଅନାଥାଶ୍ରମରୁ ଗୋଟିଏ ପିଲାକୁ ପୋଷ୍ୟପୁତ୍ର କଲେ
ଆମର ପୁତ୍ରହୀନ ପଡ଼ୋଶୀ ବହୁତ ଦୁଃଖୀ ରହୁଛନ୍ତି
ସନ୍ତାନହୀନ ମଙ୍ଗଳ ଦ୍ୱିତୀୟ ବିବାହ କରିବାକୁ ମନାକରିଦେଲେ
ଅପୁତ୍ରିକ ପୁତ୍ର ଇଚ୍ଛାରେ ଦ୍ୱିତୀୟ ବିବ