Chinese Oriya Odia Meaning
ଚଇନିଜ, ଚାଇନିଜ, ଚୀନ ନିବାସୀ, ଚୀନ ଭାଷା, ଚୀନବାସୀ, ଚୀନୀ, ଚୀନୀ ଭାଷା, ଚୀନୀୟ
Definition
ଆଖୁ କିମ୍ବା ଖଜୁରୀ ଇତ୍ୟାଦି ରସରୁ ସଫା ଚୂର୍ଣ୍ଣ ରୂପରେ ବାହାରୁଥିବା ମିଠାର ସାର
ଚୀନ ଦେଶର ବା ଚୀନ ଦେଶ ସଂବନ୍ଧିତ
ଚୀନ ଦେଶର ଭାଷା
ଯେଉଁ ଲିପିରେ ଚୀନୀ ଭାଷା ଲେଖାଯାଏ
Example
ସେ ବିନା ଚିନିର ଚା ପିଅନ୍ତି
କେତେକ ଚୀନବାସୀ ମୋର ଉତ୍ତମ ସାଙ୍ଗ
ସେ ଚୀନୀ କହିପାରେ
ଚୀନୀ ଲିପି ଏକ ଚିତ୍ର ଲିପି
Department in Oriya OdiaRender in Oriya OdiaTack in Oriya OdiaExtreme in Oriya OdiaFigure in Oriya OdiaWeighty in Oriya OdiaPriest in Oriya OdiaObjective in Oriya OdiaHave Words in Oriya OdiaDifficultness in Oriya OdiaSurvive in Oriya OdiaBreath in Oriya OdiaAppellant in Oriya OdiaSignificative in Oriya OdiaTogether in Oriya OdiaForm in Oriya OdiaUnderstandable in Oriya OdiaTypewriting in Oriya OdiaSyllabic Script in Oriya OdiaNow in Oriya Odia