Home Oriya Odia Dictionary

Download Oriya Odia Dictionary APP

Chirrup Oriya Odia Meaning

କଳରବ, କଳରବ କରିବା, ଗୁଞନ, ରାବ

Definition

ପୋଖରୀ କୂଳରେ ରହୁଥୁବା ଗୋଟିଏ ପ୍ରକାରର ପକ୍ଷୀ
ମଧୁର ଶବ୍ଦ କରିବା ପ୍ରକ୍ରିୟା
ପକ୍ଷୀର ମଧୁର ସ୍ୱର
ଭଅଁର ଉଡିବାରୁ ହେଉଥିବା ଶବ୍ଦ

Example

କ୍ରୌଞ୍ଚ ଯୁଗଳଙ୍କ ଦୁଃଖଦ ମୃତ୍ୟୁ ଦେଖି ବାଲ୍ମିକୀଙ୍କ ମୁଁହରୁ ଆପେ ଆପେ କାବ୍ୟ ଫୁଟି ଉଠିଲା
ସକାଳୁ ସକାଳୁ ପକ୍ଷୀମାନଙ୍କର କୂଜନରେ ମୋ ନିଦ ଭାଙ୍ଗିଗଲା
ସକାଳୁ ସକାଳୁ ପକ୍ଷୀମାନଙ୍କ କଳରବ ଭଲ ଲାଗେ
ଭଅଁରର ଗୁଞ୍ଜନ ମନଲୋଭା