Home Oriya Odia Dictionary

Download Oriya Odia Dictionary APP

Christ Oriya Odia Meaning

ଇସା, ଈଶାମସିହା, ଈଶୁ, କ୍ରାଏଷ୍ଟ, ଜୀସସ୍, ମୁକ୍ତିଦାତା, ଯୀଶୁ

Definition

ଯେଉଁ ଧର୍ମ ପ୍ରବର୍ତ୍ତକଙ୍କଦ୍ୱାରା ପ୍ରବର୍ତ୍ତିତ ଧର୍ମକୁ ଈସାଈ ଧର୍ମ କୁହାଯାଏ
ଯେ କାହାରିକୁ ଉଦ୍ଧାର କରେ ବା କାହାରି ଦୁଃଖକଷ୍ଟ ଦୂର କରେ

Example

ଜୀବନରେ ଯୀଶୁଙ୍କୁ ଅନେକ କଠିନ ଅବସ୍ଥା ଅତିକ୍ରମ କରିବାକୁ ପଡ଼ିଛି
ଆଧୁନିକ ସମାଜରେ କିଛି ଲୋକ ତ୍ରାଣକର୍ତ୍ତା ହେବାର ଅଭିନୟ କରୁଛନ୍ତି