Home Oriya Odia Dictionary

Download Oriya Odia Dictionary APP

Cinema Oriya Odia Meaning

ଚିତ୍ରାଳୟ, ଟକିଜ୍‌, ସିନେମାଘର, ସିନେମାହଲ୍‌

Definition

ମନୋରଂଜନର ଏଭଳି ଏକ ସାଧନ ଯେଉଁଥିରେ କୌଣସି ଏକ କାହାଣୀ ଥାଏ ଓ ଚଳନ୍ତା ଛବି ମାଧ୍ୟମରେ ଏଥିରେ ନିରନ୍ତରତାର ଆଭାସ ଥାଏ
ଯେଉଁ ଗୃହରେ ସିନେମାଦେଖା ହୁଏ
କ୍ୟାମେରାରେ ପ୍ଲାଷ୍ଟିକର ପତଳା ରିଲ୍ ପକାଇ ଉଠାଯାଉଥିବା ଫଟୋ

Example

ମୋହିନୀ ଅବସର ସମୟରେ ସିନେମା ଦେଖିବାକୁ ପସନ୍ଦ କରେ
ଏ ସହରରେ ସାତଟି ସିନେମାହଲ୍‌ ଅଛି
ଆଜି ମୁଁ ଫିଲ୍ମ ଧୋଇବାକୁ ଦେଲି