Home Oriya Odia Dictionary

Download Oriya Odia Dictionary APP

Cinnabar Oriya Odia Meaning

ସିନ୍ଦୂରମୁଣ୍ଡିଆ, ସିନ୍ଦୂରିଆ, ସିନ୍ଦୂରୀ

Definition

ସିନ୍ଦୂର ରଙ୍ଗର
ଗୋଟିଏ ଛୋଟ ମିଠା ସୁଗନ୍ଧଯୁକ୍ତ ଆମ୍ବ
ଯେଉଁଥିରେ ସିନ୍ଦୂର ଲଗାଯାଇଛି
ଏକ ପ୍ରକାରର ଗଛ ଯେଉଁଥିରେ ନାଲି ଫୁଲ ଫୁଟେ
ଔଷଧ କାମରେ ଲାଗୁଥିବା ଏକ ପ୍ରକାର ଜଙ୍ଗଲୀ ଗଛ
ସିନ୍ଦୂର ରଙ୍ଗର ଆମ୍ବ
ସିନ୍ଦୂରୀ ଆମ୍ବର ଗଛ
ଔଷଧରୂପେ କାମ ଦେଉଥି

Example

ଏହି ଗଛର ଫଳ ପାଚିଲା ପରେ ସିନ୍ଦୂରୀ ହୋଇଯାଏ
ସେ ଫଳ ଦୋକାନରୁ ଦୁଇ କିଲୋ ସୁନ୍ଦରୀ ଆମ୍ବ କିଣିଲା
ବିବାହିତାଙ୍କ ମଥାରେ ସିନ୍ଦୂରୀ ଥିଲା
ସିନ୍ଦୂରପୁଷ୍ପୀ ଫୁଲଟି ଦେଖିବାକୁ ଅତି ସୁନ୍ଦର
ଧାବରା ଲମ୍ବା ଏବଂ ସୁନ୍ଦର ହୋଇଥ