Home Oriya Odia Dictionary

Download Oriya Odia Dictionary APP

Circular Oriya Odia Meaning

ଗୋଲ, ପରିପତ୍ର, ସର୍କୁଲାର, ସର୍ବବର୍ତ୍ତୁଳ

Definition

ବିଚାର, ସୂଚନାଆଦିପାଇଁ ଜଡ଼ିତଲୋକମାନଙ୍କ ପାଖକୁ ପଠାଯାଉଥିବା ପତ୍ର
ବୃତ୍ତ ବା ଚକ୍ର ଆକାରର
ଏଭଳି ଆକାର ଯାହା ତଳର ପ୍ରତ୍ୟେକ ବିନ୍ଦୁ ତା ଭିତରର ମଧ୍ୟବିନ୍ଦୁ ଠାରୁ ସମାନ ଦୂରତାରେ ରହିଥାଏ
ଫୁଟବଲ,ହକି ଆଦି ଖେଳରେ ଯେଉଁ ନିର୍ଦ୍ଧାରିତ

Example

ଏହି ସମିତିର ସଦସ୍ୟ ହେବା କାରଣରୁ ଆପଣଙ୍କୁ ଏହି ସର୍କୁଲାର ଉପରେ ଧ୍ୟାନ ଦେବାକୁ ହେବ
ପିଲା କାନ୍ଥ ଉପରେ ଗୋଲ ଆକୃତି ବନାଉଛି
ପେଣ୍ଡୁ ଗୋଲ ହୋଇଥାଏ
ଗୋଲକିପ