Home Oriya Odia Dictionary

Download Oriya Odia Dictionary APP

Circumscribed Oriya Odia Meaning

ଅବ୍ୟାପ୍ୟ, ସୀମିତ

Definition

ଯାହା ଘେରା ଯାଇଛି
ଯେ ସମ୍ପୂର୍ଣ୍ଣ ବିସ୍ତାରିତ ଭାବେ ବିଛେଇ ହୋଇ ନଥାଏ ବା ଯେ ସବୁ ପରିସ୍ଥିତି ବା ସ୍ଥିତିରେ ସମାନ ରୂପରେ ବିଛୁରିତ ହୋଇ ନ ଥାଏ
ଯାହାର କାର୍ଯ୍ୟ କ୍ଷେତ୍ର ସୀମିତ

Example

ମୋ ଗାଁ ଚାରିପାଖ ଗଛପତ୍ରରେ ଘେରା
ସେ ନିଜ ଅବ୍ୟାପ୍ୟ ମନର ଯନ୍ତ୍ରଣା କାହାକୁ କହି ପାରେ ନାହିଁ
ବାପା ଅବ୍ୟାପ୍ୟ କର୍ମଚାରୀ