Home Oriya Odia Dictionary

Download Oriya Odia Dictionary APP

Clash Oriya Odia Meaning

କଥା କଟାକଟି, ଖିଟିମିଟି, ଘଡଘଡ, ଚ‌ଡଚଡ, ମନୋମାଳିନ୍ୟ, ଯୁକ୍ତିତର୍କ

Definition

ଶତ୍ରୁହେବାର ଅବସ୍ଥା ବା ଭାବ
ଦୁଇଜଣ ବ୍ୟକ୍ତି ବା ଦଳଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ଢଙ୍ଗରେ ନିଜନିଜ କଥା ଉପରେ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅଟଳ ରହିବାର ଭାବ
କୌଣସି କଥାରେ ହୋଇଥିବା କଳହ
ଯେଉଁଥିରେ ସାମଞ୍ଜସ୍ୟ ନାହିଁ ବା ସାମଞ୍ଜସ୍ୟର

Example

ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ
ଛୋଟ କଥାକୁ ନେଇ ସେ ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା
ଆଜି ସକାଳୁ ମୋର ତା ସହିତ କଥା କଟାକଟି ହୋଇଗଲା
ତାହାର ସାମଞ୍ଜସ୍ୟହୀନ ବ୍ୟବହାର କାରଣରୁ ଲୋକେ ତାଙ୍କ ଉପରେ