Home Oriya Odia Dictionary

Download Oriya Odia Dictionary APP

Clearly Oriya Odia Meaning

ଖୋଲା, ଖୋଲାଭାବେ, ନଲୁଚାଇ, ସଫା, ସଫାସଫା, ସ୍ପଷ୍ଟ, ସ୍ପଷ୍ଟକରି, ସ୍ପଷ୍ଟତଃ

Definition

କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
ଯାହ ପରିଷ୍କାର ଦେଖାଯାଏ
ଯାହା ପୂରାପୂରି ବୁଝି ହୁଏ

Example

ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
ଶିକ୍ଷକ କଳାପଟା ଉପରେ ପାଚନ ତନ୍ତ୍ରର ସ୍ପଷ୍ଟ ଚିତ୍ର ଅଙ୍କନ କରି ବୁଝାଇଲେ
ଏହି କବିତାର ଭାବ ସ୍ପଷ୍ଟ ନୁହେଁ