Home Oriya Odia Dictionary

Download Oriya Odia Dictionary APP

Cleverness Oriya Odia Meaning

କାରସାଦି

Definition

ବୁଦ୍ଧିମାନ ହେବାର ଅବସ୍ଥା ବା ଭାବ
ନିର୍ମାଣ କରିବା ବା ସମ୍ଭାଳିବା ଆଣିବାର କ୍ରିୟା
ଭିତିରିଆ ଛପାହୋଇଥିବା କାମ ବା ଚାଲାକି
ଚତୁର ହେବାର ଅବସ୍ଥା,ଗୁଣ ବା ଭାବ

Example

ସେ ନିଜର ବୁଦ୍ଧିମତ୍ତା ବଳରେ ହିଁ ଏହି କାମରେ ସଫଳ ହେଲେ
ତାଙ୍କ ଦକ୍ଷତା ଯୋଗୁଁ ଏହି ଘର ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା
ସିପାହିମାନଙ୍କର କାରସାଦିର ନାମୀ ତସ୍କର ଧରାପଡ଼ିଗଲା