Home Oriya Odia Dictionary

Download Oriya Odia Dictionary APP

Climax Oriya Odia Meaning

ଚରମ ସୀମା, ପାରାକାଷ୍ଠା

Definition

ସମାପ୍ତ ହେବା କ୍ରିୟା ବା ଭାବ
ପାହାଡ଼ର ଶୀର୍ଷ ଦେଶ
କୌଣସି ବସ୍ତୁ, ସ୍ଥାନଆଦିର ସବୁଠୁ ଉପରି ଭାଗ
ଯାହା ଅନ୍ତିମ ସୀମା ପର୍ଯ୍ୟନ୍ତ ପହଞ୍ଚି ପାରେ
ଅତି ଅଧିକ
ଭାବ, ମୂଲ୍ୟ, ମହତ୍ତ୍ୱଆଦିର ଶ୍ରେଷ୍ଠ ଅବସ୍ଥା

Example

ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
ଭାରତୀୟ ପର୍ବତାରୋହଣକାରୀ ହିମାଳୟର ଶିଖରରେ ପହଁଞ୍ଚି ଜାତୀୟ ପତାକା ଉଡ଼ାଇଲେ
ଏହା ତ ଅସଭ୍ୟତାର ପରାକାଷ୍ଠା
ସେ ଆଜିକାଲି ତାର ସଫଳତାର ଶୀର୍ଷରେ ପହଞ୍ଚିଛି