Home Oriya Odia Dictionary

Download Oriya Odia Dictionary APP

Clipping Oriya Odia Meaning

କଟା

Definition

କିଛି ଜିନିଷ କାଟିଲାପରେ ବଳି ପଡିଥିବାଲୁଗା,କାଗଜଆଦିର ଛୋଟ ରଦି ଟୁକୁଡ଼ା
କଇଁଚି ବା ଅନ୍ୟ କୌଣସି ଧାରୁଆ ଯନ୍ତ୍ରରେ କାଟିବା ପ୍ରକ୍ରିୟା
କତୁରୀରେ କାଟିବା ମଜୁରି

Example

ଏହି ଟୋକେଇଟି କଟା କନା ଓ କାଗଜଆଦି ରଖିବା କାମରେ ଆସୁଛି
ମାଳୀ ଫୁଲବଗିଚାରେ ଗଛ କଟାକଟିରେ ଲାଗିଛି
ମଜୁରିଆ ଏହି ଗଛଗୁଡ଼ିକର କଟାମଜୁରି ପଚାଶ ଟଙ୍କା ନେଲା