Home Oriya Odia Dictionary

Download Oriya Odia Dictionary APP

Close Down Oriya Odia Meaning

ଆବଦ୍ଧ କରିବା, ଛୁଟି କରିବା, ବନ୍ଦ କରିବା

Definition

କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
ପ୍ରଥା ଆଦିର ଅନ୍ତ କରିବା
ଦ୍ୱାର,ମୁହଁ ଆଦି ଉପରେ କିଛି ରଖି ତାକୁ ବନ୍ଦ କରିବା
ଶେଷ କରିବା ବା ରହିବାକୁ ନ ଦେବା
ଏଭଳି ପରିସ୍ଥିତି

Example

ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
ସେ ମୂଷା ଗାତ ବୁଜୁଛି
ଛାତ୍ରାବାସର ମୁଖ୍ୟଦ୍ୱାର ଆଠଟା ବେଳକୁ ହିଁ ବନ୍ଦ କରାଯାଏ