Home Oriya Odia Dictionary

Download Oriya Odia Dictionary APP

Close Up Oriya Odia Meaning

ଅଟକାଇବା, ଆବଦ୍ଧ କରିବା, ଛୁଟି କରିବା, ବନ୍ଦ କରିବା, ରଖିବା, ରୋକିବା

Definition

ଦ୍ୱାର,ମୁହଁ ଆଦି ଉପରେ କିଛି ରଖି ତାକୁ ବନ୍ଦ କରିବା
ଏଭଳି ପରିସ୍ଥିତି କରିବା ଯେଉଁଥିରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରେନାହିଁ ବା ଯାହାର ବ୍ୟବହାର କରାଯାଇ ପାରେନାହିଁ

Example

ସେ ମୂଷା ଗାତ ବୁଜୁଛି
ଛାତ୍ରାବାସର ମୁଖ୍ୟଦ୍ୱାର ଆଠଟା ବେଳକୁ ହିଁ ବନ୍ଦ କରାଯାଏ