Home Oriya Odia Dictionary

Download Oriya Odia Dictionary APP

Cloud Oriya Odia Meaning

ଅମ୍ବର, ଅମ୍ବୋଦର, ଜଳଦ, ଜଳଧର, ପୟୋଧର, ବାଦଲ, ମେଘ

Definition

ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବଂ ଯେଉଁଥିରୁ ପାଣି ବରଷେ
ରବରଆଦିରେ ନିର୍ମିତ ସରୁମୁହଁବାଲା ପତଳା ଥଳି ଯେଉଁଥିରେ ପବନ ଭର୍ତ୍ତିକରି ଆକାଶରେ ଉଡ଼ାଯାଏ
ସଙ୍ଗୀତର ମୁଖ୍ୟ ଛଅଟି ରାଗରୁ ଗୋଟିଏ
ଗୋଟିଏ

Example

ଆକାଶରେ କଳାକଳା ବାଦଲ ଛାଇ ଯାଇଛି
ପିଲାମାନେ ପଡ଼ିଆରେ ବେଲୁନ୍‌ ଉଡ଼ାଉଛନ୍ତି
ମେଘରାଗକୁ କାହ୍ନଡ଼ୀ ରାଗିଣୀର ପତିରୂପେ ଗ୍ରହଣ କରାଯାଏ
ବାଦଲପଥର ରାଜସ୍ଥାନରେ ମିଳେ