Home Oriya Odia Dictionary

Download Oriya Odia Dictionary APP

Cloudy Oriya Odia Meaning

ପଙ୍କୁଆ, ମାଟିଆ, ମେଘାଚ୍ଛନ୍ନ, ମେଘାଚ୍ଛାଦିତ

Definition

ଯାହା ମେଘଦ୍ୱାରା ଆଚ୍ଛାଦିତ ବା ଢାଙ୍କି ହୋଇଥାଏ
ସ୍ପଷ୍ଟ ଦେଖା ଯାଉ ନ ଥିବା
ମାଟି ରଙ୍ଗର
ମାଟିର ଭଳି ରଙ୍ଗ
ପାଣି ଆଦି ତରଳ ପଦାର୍ଥରେ ଭରିଥିବା ଅଳ୍ପ ଗାଡ଼
ଯେଉଁ ତଳୁଆ ଜମିରେ ପାଣି ଲଗାତର ରହେ ଓ ଯେଉଁଥିରେ କିଛି ଶାରଦ

Example

ମେଘୁଆ ଆକାଶରେ ରହି ରହି ବିଜୁଳି ଚମକୁଛି
ସାମନାର ଦୃଶ୍ୟ ଝାପ୍‌ସା ଦିଶୁଛି
ଡାକବାଲା,ପୋଲିସ ଆଦି କର୍ମଚାରୀଙ୍କ ପୋଷାକ ମାଟିଆ ରଙ୍ଗର
ସେ ମାଟି ଘରକୁ ମାଟିଆ ରଙ୍ଗରେ ରଙ୍ଗାଉଛି / ଏହି ଘରକୁ କଳା, ଲାଲ୍‌ ବା ଖାକୀ ରଙ୍ଗରେ ରଙ୍ଗାଅ
ସଡ଼କର ଦୁଇଧାରରେ କିଛି ଖାଲଖମା ଅଛି