Home Oriya Odia Dictionary

Download Oriya Odia Dictionary APP

Club Oriya Odia Meaning

କ୍ଳବ, ଚିଡିଆ, ସଂଘ

Definition

କାଠ ବା ବାଉଁଶଆଦିର ସିଧା ଛୋଟ ଲମ୍ବା ଅଂଶ
ମୋଟା ଏବଂ ବଡ଼ ବାଡ଼ି
ବ୍ୟାୟାମ ନିମନ୍ତେ ଉପଯୋଗ କରା ଯଉଥିବା କାଠତିଆରି ଗୋଟିଏ ଲମ୍ବାଳିଅ, ଗୋଲ ଓ ବେଣ୍ଟଯୁକ୍ତ ଉପକରଣ
ଖେଳ-କୁଦ, ମନୋରଞ୍ଜନପାଇଁ ତିଆରି ହୋଇଥିବା କୌଣସି ସଂସ୍ଥା
ଚାରିପ୍ରକାରର ତା

Example

ବଗିଚାରେ ପିଲାମାନେ ବତା ସାହାଯ୍ୟରେ ଆମ୍ବ ତୋଳୁଛନ୍ତି
ସେ କୁକୁରକୁ ବାଡ଼ିରେ ମାରିଲା
ପହେଲମାନ ମୁଦ୍ଗର ଚଳାଉଛି
ରୋହିତ ଲାୟନସ୍‌ କ୍ଳବର ସଦସ୍ୟ
ସେ ଚିଡ଼ିଆର ଚୌକା ପକାଇଲା
ଗଲ୍ଫ ଖେଳାଳୀଙ୍କ ହାତରେ ଗଲ୍ଫ କ୍ଲବ ଅଛି