Home Oriya Odia Dictionary

Download Oriya Odia Dictionary APP

Clump Oriya Odia Meaning

ଗୁଚ୍ଛ, ଗୋଛା , ଗୋଟଳା ତିଆରି କରିବା, ଗୋଲ କରିବା, ଧମକ, ଲେନ୍ଥା

Definition

ଗୋଟିଏ ଛୋଟ ଗଛ ଯେଉଁ ଡାଳଗୁଡ଼ିକ ମାଟିର ବହୁତ ପାଖରୁ ବାହାରି ଚାରିଆଡ଼କୁ ବିସ୍ତାରିତ ହୁଏ
କୌଣସି ଓଜନିଆ ବସ୍ତୁର ଚଳନରେ ପୃଥିବୀ ଉପରେ ହେଉଥିବା କମ୍ପନ କିମ୍ବା ଶବ୍ଦ
ଏକାଠି ବନ୍ଧା ହୋଇରହିଥିବା ଛୋଟ ବସ୍ତୁଗୁଡ଼ିକର ସମୂହ
ଆର

Example

ଏହି ଜଙ୍ଗଲରେ ବୁଦା ଅଧିକ ଅଛି
ଚାବି ନେନ୍ଥାଟି କେଉଁଠି ହଜି ଯାଇଛି
ଗୋଟିକ ଉପରେ ଗୋଟିଏ ମାଟି ପିଣ୍ଡୁଳା ରଖି ମାଟିକାନ୍ଥ ତିଆରି କରାଯାଏ
ଭୁସ୍ ଶୁଣିକରି ସମସ୍ତେ ବାହାରକୁ ବାହାରି ଆସିଲେ
ଘରମାଲିକର ଦୁମଦୁମ ପାଦଶବ୍ଦ ଶୁଣିକର