Home Oriya Odia Dictionary

Download Oriya Odia Dictionary APP

Clutch Oriya Odia Meaning

କଠିନ ଅନୁଭବ କରିବା, ରୁନ୍ଧିହେବା

Definition

କାହାରି ଇଛା ବିରୋଧରେ ତାକୁ ବଶ କରିବା
ଅଠାଆଦି ତରଳ ପଦାର୍ଥରେ ଦୁଇଟି ବସ୍ତୁକୁ ପରସ୍ପର ସହିତ ଯୋଡ଼ିବା
ପଶୁ ପକ୍ଷୀମାନଙ୍କ ପଞ୍ଝା
କୌଣସି କଥା ଆଦିକୁ ଜାଣିବା
ଆଙ୍ଗୁଳିଗୁଡ଼ିକଦ୍ୱାରା କୌଣସି ବସ୍ତୁ ଧରିବା ସମୟରେ ହାତର ପଞ୍ଝାରେ ହେଉଥିବା ଏକ ମୁଦ୍ରା

Example

ଆତଙ୍କବାଦୀମାନେ ଦୁଇ ପର୍ଯ୍ୟଟକଙ୍କୁ ବନ୍ଦୀ କରିଦେଲେ
କାଗଜ କାଠ ସହିତ ଜଡ଼ିଗଲା
ମୂଷା ବାଘର ପଞ୍ଝାରେ ଫଶିଗଲା
ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
ଛଞ୍ଚାଣର ଝାମ୍ପରେ ଗୁଣ୍ଡୁଚି ମୂଷା ପଡ଼