Home Oriya Odia Dictionary

Download Oriya Odia Dictionary APP

Clutches Oriya Odia Meaning

କଠିନ ଅନୁଭବ କରିବା, ରୁନ୍ଧିହେବା

Definition

ପଶୁ ପକ୍ଷୀମାନଙ୍କ ପଞ୍ଝା
ଆଙ୍ଗୁଳିଗୁଡ଼ିକଦ୍ୱାରା କୌଣସି ବସ୍ତୁ ଧରିବା ସମୟରେ ହାତର ପଞ୍ଝାରେ ହେଉଥିବା ଏକ ମୁଦ୍ରା
ରୁନ୍ଧି ହେବାର କ୍ରିୟା
କୌଣସି ବିଷୟଆଦି ଠିକ୍ ରୂପେ ବୁଝିପାରିବାର ଶକ୍ତି
ପଞ୍ଝାର ଲାକ୍ଷଣିକ ପ୍ରୟୋଗ
କୌଣସି ବସ୍ତୁକୁ ଧରିବାପାଇଁ ଧାତୁତିଆରି ଚିମୁଟାଭଳି ଏକ ଯନ୍ତ୍ର

Example

ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
ମୂଷା ବାଘର ପଞ୍ଝାରେ ଫଶିଗଲା
ଛଞ୍ଚାଣର ଝାମ୍ପରେ ଗୁଣ୍ଡୁଚି ମୂଷା ପଡ଼ିଗଲା
ଥଣ୍ଡା ସର୍ଦି କାରଣରୁ ଛାତି ରୁନ୍ଧି ହେଉଛି
ଏହି ବିଷୟରେ ତାଙ୍କର ଜ୍ଞାନ ଭଲ
ମୃତ୍ୟୁ ପଞ୍ଝାରୁ କେହି ବଞ