Home Oriya Odia Dictionary

Download Oriya Odia Dictionary APP

Coal Oriya Odia Meaning

ଅଙ୍ଗାର, କୋଇଲା

Definition

କାଠରୁ ତିଆରି କୋଇଲା
ଜଳୁଥିବା କାଠ, କୋଇଲା ବା ଗଣ୍ଡିର ଛୋଟ ଖଣ୍ଡ
କାଠ ଜଳିବାପରେ ରହିଥିବା ଅଂଶ ବା ଖଣିଜ ରୂପରେ ମିଳୁଥିବା ଏକ ପ୍ରକାର କଳା ଜିନିଷ ଯାହା ଇନ୍ଧନ ରୂପେ କାମରେ ଆସେ
ଜଳୁଥିବା ବା କୁହୁଳୁଥିବା କାଠ

Example

ସେ କାଠ କୋଇଲାରେ ଖାଦ୍ୟ ରାନ୍ଧୁଛି
ମା’ ଆଞ୍ଚରେ ରୋଟି ସେକୁଛନ୍ତି
ଗୁଡ଼ିଆ ଭାଟିରେ କୋଇଲା ଢାଳୁଛି
ନିର୍ମଳା ସାବତ ପୁଅକୁ ଜଳନ୍ତା କାଠରେ ଚେଙ୍କି ଦେଇଥିଲା