Home Oriya Odia Dictionary

Download Oriya Odia Dictionary APP

Coarse Oriya Odia Meaning

ଅପରିଷ୍କୃତ, ଅମାର୍ଜିତ, ଅଶାଳୀନ, ଅସଂସ୍କୃତ

Definition

ଫୁଲିଯାଇଥିବା ବା ସ୍ଥୂଳ ଶରୀରର ବା ଅତ୍ୟଧିକ ମାଂସ ଯୁକ୍ତ
ଯେ ସଭ୍ୟ ନୁହେଁ
ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
ଯେ ପରିଷ୍କୃତ ନୁହେଁ ବା ଯାହାକୁ ପରିଷ୍କାର କରାଯାଇନାହିଁ
ଯାହାର ଉପର ତଳ ସ୍ଥାନେସ୍ଥାନେ ଉଚ୍ଚାନୀଚା
ଯାହାର ଚୁନା ବା ଗୁଣ୍ଡ

Example

ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ / ତାର ମନ ମଇଳା
ସାହିତ୍ୟରେ ଅମାର୍ଜିତ ଭାଷା ପ୍ରୟୋଗ କରିବା ଉଚିତ ନୁହେଁ
ବଢ଼େଇ ଅସମତଳ ପଟାକୁ ରନ୍ଦା ମାରି ଚିକ୍କଣ କରୁଛି
ଖଦଡ଼ା ଅଟାରେ ରୋଟି ଭଲ