Home Oriya Odia Dictionary

Download Oriya Odia Dictionary APP

Cobbler Oriya Odia Meaning

ଚର୍ମକାର, ମୋଚି

Definition

ଯେଉଁ ବ୍ୟକ୍ତି ଚମଡ଼ାରେ ଜୋତା ତିଆରି କାମ କରନ୍ତି
ଯେଉଁ ଜାତି ଚମଡ଼ା କାମ କରେ
ଚମାର ଜାତିର ସଦସ୍ୟ

Example

ମୁଁ ମୋର ଜୋତା ଏକ କୁଶଳ ମୋଚିଦ୍ୱାରା ତିଆରି କରାଇଛି
ଚମାର ଜାତିର ଗଣନା ଶୂଦ୍ରଜାତି ମଧ୍ୟରେ ହୁଏ
ସନ୍ଥ ରୈଦାସ ଚମାର ଥିଲେ