Home Oriya Odia Dictionary

Download Oriya Odia Dictionary APP

Cobra Oriya Odia Meaning

ନାଗ

Definition

ସର୍ପ ପରି ହୋଇଥିବା କଦ୍ରୁଙ୍କ ଠାରୁ ଉତ୍ପନ୍ନ କଶ୍ୟପଙ୍କ ବଂଶଜ ଯାହାଙ୍କ ନିବାସ ପାତାଳରେ ଥିବା ବିଶ୍ୱାସ କରାଯାଏ
ସରୀସୃପ ଜାତିର ପେଟେଇକି ଚାଲୁଥିବା ଏକ ପତଳା ଓ ଲମ୍ବା ଜୀବ ଯାହା ବହୁଜାତୀୟ
ପୃଥିବୀସ୍ଥ ଜଳରୁ ବାହାରୁଥିବା ବାଷ୍ପ ଯାହା ଘନୀଭୂତ ହୋଇ ଆକାଶରେ ଆଚ୍ଛାଦିତ ହୋଇଯାଏ ଏବ

Example

ନାଗମାନଙ୍କର ଆଠଟି କୁଳ ରହିଛି ବୋଲି ବିଶ୍ୱାସ କରାଯାଏ
ଆଇ.ଆଇ.ଟି ବମ୍ବେରେ ବହୁ ବିଷାକ୍ତ ସାପ ବୁଲୁଥିବାର ଦେଖାଯାଏ
ଆକାଶରେ କଳାକଳା ବାଦଲ ଛାଇ ଯାଇଛି
ଆଖୁ ହାତୀର ଅତି ପ୍ରିୟ
ତାକୁ ନାଗ ଚୋଟ ମାରିଲା