Home Oriya Odia Dictionary

Download Oriya Odia Dictionary APP

Cogent Oriya Odia Meaning

ଅକାଟ, ଅକାଟ୍ୟ, ଅଖଂଡ୍ୟ, ଅଖଣ୍ଡନୀୟ

Definition

ଯାହାକୁ କାଟି ହୁଏନାହିଁ ବା ଯାହାର ଖଣ୍ଡନ ହୁଏନାହିଁ
ଯାହାର ଖଣ୍ଡ ବା ଟୁକୁରା କରିହେବ ନାହିଁ
ନିଶ୍ଚିତ ଆୟତନ ଏବଂ ଆକାରର ଯାହା ତରଳ ନୁହେଁ କିମ୍ବା ଗ୍ୟାସ ନୁହେଁ
ଯାହା ପୂର୍ଣ୍ଣ ମାତ୍ରାରେ ନିଶ୍ଚିତ
ତରଳ କିମ୍ବା ଗ୍ୟାସ ହୋଇନଥିବା କୌଣସି

Example

ଆପଣଙ୍କ ତର୍କ ଅକାଟ୍ୟ
ଇଲେକଟ୍ରୋନ୍‌ ଗୋଟିଏ ଅଖଣ୍ଡନୀୟ ତତ୍ତ୍ୱ
ପଥର ଏକ କଠିନ ପଦାର୍ଥ
ଶାଗୁଆନ କାଠରେ ତିଆରି ଆସବାବପତ୍ର ଭାରି ମଜବୁତ୍‌/ମୋ ମନ ଭାରି ଟାଣ
ଘର କିଣିବା ସମ୍ପର୍କରେ