Home Oriya Odia Dictionary

Download Oriya Odia Dictionary APP

Collapse Oriya Odia Meaning

ଗଳିପଡିବା, ଟଳିପଡିବା, ଭୁଷୁଡି ପଡିବା

Definition

ପରାଜିତ ହେବା ଅବସ୍ଥା ବା ଭାବ
କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି
ଉନ୍ନତ ଅବସ୍ଥା, ବୈଭବ, ଉଚ୍ଚ ପଦ, ମର୍ଯ୍ୟଦାରୁ ଖସି ତଳକୁ ଆସିବା
ଅସଫଳ ହେବାର ଅବସ୍ଥା ବା ଭାବ
ବିସ୍ତାରିତ ନ ହୋଇ ଏକ ସ୍ଥ

Example

ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଏବଂ ଜାପାନର ପତନ ହେଲା
ଜୀବନର ଅସଫଳତାରୁ ଆମେ ଶିକ୍ଷା ପାଇବା ଉଚିତ୍‌
ପ୍ରାୟଃ ସୁତା ଲୁଗାକୁ ପ୍ରଥମ ଥର ଧୋଇଲେ ତାହା ସାଙ୍କୁଡ଼ିଯାଏ
ଶେୟାର ମୂଲ୍ୟରେ