Home Oriya Odia Dictionary

Download Oriya Odia Dictionary APP

Collected Oriya Odia Meaning

ଏକତ୍ର, ଏକତ୍ରିତ, ଜମା, ସଂଯମଶୀଳ, ସଂଯମୀ

Definition

ଏକ ରୁ ଅଧିକ ସଂଖ୍ୟାକୁ ମିଶାଇବା କ୍ରିୟା
ଯେ ନିୟମ ପାଳନ କରୁଛି
ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
ଯେ ସଂଯମ ବା ପଥ୍ୟର ଆଶ୍ରୟରେ ରହିଥାଏ
ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
କାହାରି ପାଖରେ ଥିବା ଅସଲ ଧନ କିମ୍

Example

ସବୁ ସଂଖ୍ୟାର ମିଶାଣ ଫଳ କେତେ ?
ନିୟମୀ ବ୍ୟକ୍ତି ହିଁ ସମାଜକୁ ଗୋଟିଏ ଉତ୍ତମ ମାର୍ଗ ଦେଖାଇପାରନ୍ତି
ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
ଜମିଦାରୀ ଯୁଗରେ ଖଜଣା