Home Oriya Odia Dictionary

Download Oriya Odia Dictionary APP

Collectivist Oriya Odia Meaning

ବାମପନ୍ଥୀ, ବାମବାଦୀ, ବାମମାର୍ଗୀ, ବାମାଚାରୀ

Definition

ବାମମାର୍ଗର ସିଦ୍ଧାନ୍ତ ମାନୁଥିବା ବ୍ୟକ୍ତି
ଯିଏ ବାମପନ୍ଥର ସପକ୍ଷରେ
ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ

Example

ବାମମାର୍ଗୀମାନେ ମାଂସ, ମଦ ଆଦି ସେବନ କରନ୍ତି
ପଶ୍ଚିମ ବଙ୍ଗରେ ବାମପନ୍ଥୀଙ୍କ ସରକାର ଶାସନ କରୁଛି
ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ